ବଣ୍ଡାଘାଟିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା,ବିଷେଇଗୁଡା, ଖାଲଗୁଡା, ପାତ୍ରପୁଟ, ଅଣ୍ଡେଇପଦର, ସିନ୍ଧିପୁଟ ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାର ରାଙ୍ଗାବାୟାଲୁ ପଞ୍ଚାୟତର କୁସୁମପୁଟ,ମାଟାମପୁଟ, ଯୋଡିଗୁମ୍ମା ଗ୍ରାମର ୭୦୦ ମାଓ ସମର୍ଥକ ଓ ୩୦୦ ମିଲିସିଆ ମାଲକାନଗିରି ପୁଲିସ ଏବଂ ବିଏସଏଫ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଗକୁ ନକ୍ସଲର ହାତ ଛାଡି ବିକାଶର ପଥ ଧରିବୁ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଏହି ଅଞ୍ଚଳରେ ମାଓ ସାମଗ୍ରୀ ସହ … Continue reading ବଣ୍ଡାଘାଟିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ